କୋଟାକୁ ନେଇ ତେଜୁଛି ରାଜନୀତି

ରାଜସ୍ଥାନର ଶିକ୍ଷା ସହର କୋଟା ସହରରେ ଦିନକୁ ଦିନ କୋରୋନା ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କୋଟା ସହରରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୭ ଜଣ କୋରୋନା ଆକ୍ରାନ୍ତ ବାହାରିଥିବା ସୂଚନା ରହିଛି। ଏପରିକି ବିଗତ ୨୪ ଘଣ୍ଟା ମଧ୍ୟରେ ଜଣେ ଛାତ୍ରଙ୍କ ସହିତ ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଅଭିଭାବକ ମହଲରେ ବେଶ ଚିନ୍ତା ପ୍ରକାଶ ପାଇଛି। ସେପ

କୋଟାକୁ ନେଇ ତେଜୁଛି ରାଜନୀତି

About the Author