ଡାକ୍ତରଙ୍କ ଉପରକୁ ଆକ୍ରମଣ ଘଟଣା, କଠୋର ହେଲେ ଯୋଗୀ

ଉତ୍ତରପ୍ରଦେଶର ମୋରାଦାବାଦରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଉପରେ ହୋଇଥିବା ଘଟଣାରେ କଠୋର ମନୋଭାବ ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଘଟଣାରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସ୍ୱାସ୍ଥ୍ୟ କର୍ମଚାରୀ,

ଡାକ୍ତରଙ୍କ ଉପରକୁ ଆକ୍ରମଣ ଘଟଣା, କଠୋର ହେଲେ ଯୋଗୀ

About the Author