ଜାତିଆଣକୁ ଆକ୍ଷେପ କରି କ୍ୱାରେଣ୍ଟାଇନ ସେଣ୍ଟରରେ ହଙ୍ଗାମା, ଅଭିଯୋଗ ଆଣିଲେ ସରପଞ୍ଚ

ଯାହା ଜଣାପଡ଼ିଛି, ଗତକାଲି କେରଳରୁ ଜଣେ ପ୍ରବାସୀ ଓଡିଆ ଢଁସର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ନେଇ ଆସିଥିଲେ । ତେବେ ଅଚାନକ ସେହି ଗ୍ରାମର ଦୁଇ ଅସାମାଜିକ ଯୁବକ ପହଞ୍ଚି ଯାତିଆଣ ଆକ୍ଷେପ କରିଥିଲେ ।

ଜାତିଆଣକୁ ଆକ୍ଷେପ କରି କ୍ୱାରେଣ୍ଟାଇନ ସେଣ୍ଟରରେ ହଙ୍ଗାମା, ଅଭିଯୋଗ ଆଣିଲେ ସରପଞ୍ଚ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author