ସଙ୍କଟ ସମୟରେ ବର୍ତ୍ତିବାର ବାଟ ବାହାର କଲେ ସରକାର

ଦେଶରେ ଜାରି ରହିଛି କୋରୋନା ସଙ୍କଟ । ତେଣୁ ଏପରି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ । ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ସାଂସଦଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରାଯିବ ।

ସଙ୍କଟ ସମୟରେ ବର୍ତ୍ତିବାର ବାଟ ବାହାର କଲେ ସରକାର
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author