୧୨ ଜିଲ୍ଲାକୁ ସତର୍କ ସୂଚନା, ଦେଶର ଅଧିକାଂଶ ଅଞ୍ଚଳରେ ଘୁର୍ଣ୍ଣିଝଡ଼

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦେଶରେ ଅଧିକାଂଶ ଅଞ୍ଚଳରେ କାଳବୈଶାଖିରେ ସମ୍ଭାବନା ରହିଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡ଼ିବାର ସମ୍ଭାବନା ରହିଛି। ଉତ୍ତର ଓଡିଶା, ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡ଼ିବ ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏପରିକି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ କ

୧୨ ଜିଲ୍ଲାକୁ ସତର୍କ ସୂଚନା, ଦେଶର ଅଧିକାଂଶ ଅଞ୍ଚଳରେ ଘୁର୍ଣ୍ଣିଝଡ଼

About the Author