ଗାଇଡ ଲାଇନ ପାଳନ ସହ ଜାରି ରହିବ ଚା ବଗିଚା କାମ

ସାମାଜିକ ଦୂରତା ରକ୍ଷା କରି ୫୦ ପ୍ରତିଶତ ଶ୍ରମଶକ୍ତିର ବ୍ୟବହାର କରି ଚା ବଗିଚା କାର୍ଯ୍ୟକୁ ଜାରି ରଖିବାକୁ ମିଳିଛି ସରକାରୀ ଅନୁମତି।

 ଗାଇଡ ଲାଇନ ପାଳନ ସହ  ଜାରି ରହିବ ଚା ବଗିଚା କାମ