Trending Photos
ନୂଆଦିଲ୍ଲୀ: ଦେଶରେ ହିନ୍ଦୁମାନଙ୍କ ବିରୋଧିରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ବାରମ୍ବାର ସ୍ୱର ଉତ୍ତୋଳନ କରୁଛନ୍ତି। ବିଭିନ୍ନ ସଂଗଠନ ହେଉ ଅବା ମୁସଲିମ ସମ୍ପ୍ରଦାୟ ଏପରିକି ସରକାରୀସ୍ତରରେ ଥିବା ମୁସଲିମ ଲୋକମାନେ ମଧ୍ୟ ହିନ୍ଦୁ ବିରୋଧୀ ଭାଷଣ ଦେଇ ଲୋକମାନଙ୍କୁ ଦଙ୍ଗା ଘଟାଇବାକୁ ବୟାନବାଜି କରୁଛନ୍ତି। ଗତକାଲି ଦିଲ୍ଲୀ ସଂଖ୍ୟାଲଘୁ ଆୟୋଗର କମିଶନର ଜଫରୁଲ ଇସଲାମ ହିନ୍ଦୁ ବିରୋଧି ଭାଷଣ ଦେଇଥିଲେ।
ସେ କହିଥିଲେ ଆରବ ରାଷ୍ଟ୍ରରେ ମୁସଲମାନଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେଲେ ଭାରତରେ ଦଙ୍ଗା ହୋଇଯିବ। ଏହା ସହିତ ସେ ଜାକିର ନାଇକଙ୍କୁ ହିରୋ କହିଥିଲେ। ତେବେ ଆଜି ଜାକିର ନାଇକ ପୁଣି ଥରେ ହିନ୍ଦୁ ବିରୋଧୀ ବୟାନ ଦେଇଛନ୍ତି। ମାଲେସିଆରେ ଲୁଚି ରହିଥିବା ଜାକିର ନାଇକ ସୂଚନା ଦେଇ କହିଛନ୍ତି ଯେ, ମୁସଲିମ ରାଷ୍ଟ୍ରରେ ଥିବା ହିନ୍ଦୁମାନଙ୍କୁ ଖୋଜି ଖୋଜି ସେମାନଙ୍କ ଠାରୁ ପ୍ରତିଶୋଧ ନିଅ। ଏହା ସହିତ ହିନ୍ଦୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଜୋର ଦେଇ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି, ଭାରତରେ ବର୍ତ୍ତମାନ ମୁସଲମାନମାନଙ୍କ ଉପରେ ଅଣ-ମୁସଲିମମାନେ ଅତ୍ୟାଚାର ଜାରି ରଖିଛନ୍ତି। ମୁସଲମାନଙ୍କୁ ଆକ୍ରମଣ କରୁଛନ୍ତି। ମୁସଲମାନଙ୍କ ବିରୋଧରେ ମଧ୍ୟ କହୁଛନ୍ତି। ଏମାନଙ୍କ ବିରୋଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଏହା ପୂର୍ବରୁ ଜଫରୁଲ ଇସ୍ଲାମ ଓ ଭାରତର ମଜହବୀ ସୋସିଆଲ ମିଡ଼ିଆରେ ହିନ୍ଦୁ ବିରୋଧରେ ମନ୍ତବ୍ୟ ଦେଇ ଆସୁଛନ୍ତି। ଏପରିକି ସୋସିଆଲ ମିଡ଼ିଆରେ ଅଭିଯୋଗ ମଧ୍ୟ କରୁଛନ୍ତି। ଶାରିଆ ଆଇନ ଅନୁଯାୟୀ ଅଣ-ମୁସଲିମମାନଙ୍କୁ ଆରବ ରାଷ୍ଟ୍ରରୁ ଧରି ସେମାନଙ୍କୁ ଦଣ୍ଡ ଦେବାର ଆବଶ୍ୟକ ରହିଛି ବୋଲି ସୋସିଆଲ ମିଡ଼ିଆରେ ପ୍ରକାଶ କରିଥିଲେ।