Actor Srikant Arrested: ତାମିଲ ଅଭିନେତା ଶ୍ରୀକାନ୍ତଙ୍କୁ ଗିରଫ କଲା ପୋଲିସ୍...

Written ByPriyambada Rana
Published: Jun 23, 2025, 06:57 PM IST|Updated: Jun 23, 2025, 06:57 PM IST

Actor Srikant Arrested: ପ୍ରସିଦ୍ଧ ତାମିଲ ଅଭିନେତା ଶ୍ରୀକାନ୍ତଙ୍କ ସହ ଜଡିତ ଏକ ବଡ଼ ଖବର ଆସିଛି। ରିପୋର୍ଟ ଅନୁସାରେ, ଅଭିନେତାଙ୍କୁ ସୋମବାର ଚେନ୍ନାଇ ପୋଲିସ ଏକ ଡ୍ରଗ୍ସ କେସରେ ଗିରଫ କରିଛି। 