ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ, ଝାରସୁଗୁଡ଼ାରେ ଉଦ୍‍ଘାଟନ ହେବ ବିଏସ୍‍ଏନ୍‍ଏଲ୍‍ର ୪ଜି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଝାରସୁଗୁଡ଼ାଠାରେ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ବିଏସ୍‍ଏନଏଲ୍‍ର ୪ଜି ସେବା ଉଦ୍‍ଘାଟନ କରିବେ। ଏହି ସେବା ଲାଗି ସ୍ୱଦେଶୀ ଟେକ୍ନୋଲୋଜିରେ ୯୭ହଜାର ୫୦୦ ଟି ମୋବାଇଲ୍‍ ଟାଓ୍ୱାର ନିର୍ମାଣ କରାଯାଇଛି ଏବଂ ୩୭ ହଜାର କୋଟି ଟଙ୍କା ନିବେଶ କରାଯାଇଛି। ଏହା ସହ ସେ ରେଳବାଇ, ଶିକ୍ଷା, ଟ

ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ, ଝାରସୁଗୁଡ଼ାରେ ଉଦ୍‍ଘାଟନ ହେବ ବିଏସ୍‍ଏନ୍‍ଏଲ୍‍ର ୪ଜି

About the Author