ନିର୍ବାଚନ ଲଢ଼ିବା ପାଇଁ ୪ ବର୍ଷରେ କଂଗ୍ରେସର ୧୭୦ ବିଧାୟକ ବଦଳାଇଲେ ଦଳ, ଜାଣନ୍ତୁ ବିଜେପିରୁ ଯାଇଛନ୍ତି କେତେ ଜଣ?

ADR ଏକ ନୂତନ ରିପୋର୍ଟରେ କହିଛି ଯେ, ୨୦୧୬-୨୦ ମଧ୍ୟରେ ପୁନଃ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୪୦୫ ଜଣ ବିଧାୟକଙ୍କ ମଧ୍ୟରୁ ୧୮୨ ଜଣ ଦଳ ବଦଳିଛନ୍ତି ଏବଂ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି ।

ନିର୍ବାଚନ ଲଢ଼ିବା ପାଇଁ ୪ ବର୍ଷରେ କଂଗ୍ରେସର ୧୭୦ ବିଧାୟକ ବଦଳାଇଲେ ଦଳ, ଜାଣନ୍ତୁ ବିଜେପିରୁ ଯାଇଛନ୍ତି କେତେ ଜଣ?

About the Author