ଅମିତ ଶାହ କଲେ ଏକ ବଡ଼ ଦାବି; କହିଲେ- ବିହାରରେ ଏନଡିଏ ୧୬୦ଟି ଆସନ ଜିତିବ

Amit Shah on Bihar Election: ବିହାର ବିଧାନସଭା ନିର୍ବାଚନ ପୂର୍ବରେ ଗୃହମନ୍ତ୍ରୀ ଅମିତ ଶାହ ମହାଗଠବନ୍ଧନକୁ ଟାର୍ଗେଟ କରିଛନ୍ତି। ସେ ପଚାରିଛନ୍ତି ଯେ ଅନୁପ୍ରବେଶକାରୀଙ୍କୁ ଭୋଟ ଦେବାର ଅଧିକାର ରହିବା ଉଚିତ କି।

ଅମିତ ଶାହ କଲେ ଏକ ବଡ଼ ଦାବି; କହିଲେ- ବିହାରରେ ଏନଡିଏ ୧୬୦ଟି ଆସନ ଜିତିବ
Image Credit: Amit Shah on Bihar Election

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More