ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଦେଲେ କମଲନାଥ

କମଲନାଥ ରବିବାର ଇନ୍ଦୌରର ସାମ୍ୱେର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରେମଚାନ୍ଦ ଗୁଣ୍ଡୁଙ୍କ ପ୍ରଚାର ପାଇଁ ପହଞ୍ଚିଥିଲେ । ଏହି ସଭାରେ ବିଜେପିର ମହନ୍ତ ସନ୍ଦୀପ ଶର୍ମା ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ ।

ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଦେଲେ କମଲନାଥ

About the Author