ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ

ସୋମବାର ଅମୁଲ ଡେୟରୀ ସୋସାୟଟି ବିଭାଗ କ୍ୟାମ୍ପସରେ ଅନୁଷ୍ଠିତ ମତ ଗଣନାରେ ବିଜେପି ବିଧାୟକ କେସରସିଂ ସୋଲଙ୍କି ପରାଜିତ ହୋଇଛନ୍ତି । ତାଙ୍କୁ ସଞ୍ଜୟ ପଟେଲ ହରାଇଛନ୍ତି ।

ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ

About the Author