ଆଜି ହୋଇପାରେ ବିହାର, ନୂଆପଡ଼ା ନିର୍ବାଚନ ତାରିଖ ଘୋଷଣା, ନିର୍ବାଚନ କମିଶନ ଡାକିଲେ ସାମ୍ବାଦକ ସମ୍ମିଳନୀ

ଭାରତର ମୁଖ୍ୟ ନିର୍ବାଚନ କମିଶନର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଗଣମାଧ୍ୟମକୁ ଡାକିଛନ୍ତି। ଅପରାହ୍ଣ ୪ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଠାରେ ବିହାର ବିଧାନସଭା ସମେତ ଅନ୍ୟ କିଛି ରାଜ୍ୟରେ ଖାଲି ହୋଇଥିବା ବିଧାନସଭା ଆସନ ଲାଗି ତାରିଖ ଘୋଷଣା ହୋଇପାରେ। ଏହା ସହ ଓଡ଼ିଶାରେ ଖାଲିପଡ଼ିଥିବା ନୂଆପଡ଼ା ବିଧାନସଭା ଆସନ ପାଇଁ

ଆଜି ହୋଇପାରେ ବିହାର, ନୂଆପଡ଼ା ନିର୍ବାଚନ ତାରିଖ ଘୋଷଣା, ନିର୍ବାଚନ କମିଶନ ଡାକିଲେ ସାମ୍ବାଦକ ସମ୍ମିଳନୀ

About the Author