ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କ ପାର୍ଟି ଆରଜେଡିକୁ ବଡ଼ ଝଟକା, ମହାସଚିବ ପଦରୁ ଇସ୍ତଫା ଦେଲେ ଏହି ନେତା

ହୁସେନ୍ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆରଜେଡି ପାର୍ଟି ନୀତିରୁ ବିଚ୍ୟୁତ ହେବାରେ ଲାଗିଛି ।

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କ ପାର୍ଟି ଆରଜେଡିକୁ ବଡ଼ ଝଟକା, ମହାସଚିବ ପଦରୁ ଇସ୍ତଫା ଦେଲେ ଏହି ନେତା

About the Author