ବିହାର ଏନଡିଏରେ ଫାଟ: ନୀତିଶ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବ ଏଲଜେପି !

ନିକଟ ଅତୀତରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚା (HUM) ମହାମେଣ୍ଟ (Grand Alliance) ରୁ ସମସ୍ତ ସମ୍ପର୍କ ଛିନ୍ନ କରି ଏନଡିଏ (NDA) ରେ ଯୋଗ ଦେଇଛନ୍ତି । ଏଲଜେପି (LJP) କୁ ପ୍ରତିହତ କରିବା ପାଇଁ ନୀତିଶ ଜିତନ ରାମ ମାଁଝୀ (Jitan Ram Manjhi) ଙ୍କ ନେତୃତ୍ୱାଧୀନ ହମ ପାର୍ଟିକୁ ଏନଡିଏରେ ସାମିଲ କରାଇଛନ୍ତି ବୋଲି ମନେରାଯାଉଛି ।

ବିହାର ଏନଡିଏରେ ଫାଟ: ନୀତିଶ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବ ଏଲଜେପି !

About the Author