BJD: ଫାଟୁଛି ବିଜେଡି, କାମ ଦେଉନି ପାଣ୍ଡିଆନ୍‍ଙ୍କ ପ୍ରଭାବ

ନୂଆଦିଲ୍ଲୀ: ବିଜୁ ଜନତା ଦଳରେ- ଫାଟ କିଛି ନୂଆ କଥା ନୁହେଁ। ଏହା ସମସ୍ତେ ଜାଣନ୍ତି କିନ୍ତୁ ବାହାରକୁ ଆସେ ନାହିଁ। ହେଲେ ବିଧାନସଭାର ମୌସୁମୀ ଅଧିବେଶରେ ଯାହା ଘଟିଲା ତାହା ସ୍ପଷ୍ଟ ସୂଚାଇ ଦେଇଛି ଯେ ଏ ଫାଟ ଆଉ ଦଳ ଭିତରେ ନବୀନ ନିବାସରେ ବା ଶଙ୍ଖ ଭବନରେ ସୀମିତ ନାହିଁ ବରଂ ଅଫିସିଆଲ ହେବାକୁ ଯାଉଛି।

BJD: ଫାଟୁଛି ବିଜେଡି, କାମ ଦେଉନି ପାଣ୍ଡିଆନ୍‍ଙ୍କ ପ୍ରଭାବ

About the Author