ନୂଆପଡା ଉପନିର୍ବାଚନ: ଭୋଟ ବୃଦ୍ଧିକୁ ନେଇ ପ୍ରଶ୍ନ କଲା ବିଜେଡି, ମାଗିଲା ସିସିଟିଭି ଫୁଟେଜ୍‍

ନୂଆପଡା ଉପନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇବାକୁ ଥିବାବେଳେ ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ଏହି ନିର୍ବାଚନକୁ ପ୍ରଭାବିତ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନିର୍ବାଚନ ଅଧିକାରୀଙ୍କ ମୁକ୍ତ ଓ ଅବାଧ ନିର୍ବାଚନ ଦାବି ଏକ ପ୍ରହସନରେ ପରିଣତ ହୋଇଛିି ବୋଲି ଦଳ କହିଛି। ନିର୍ବାଚନରେ ବିଜେପି ଦ୍ୱାରା ବିଭିନ୍ନ ଆଚରଣ ବିଧିର ଖ

ନୂଆପଡା ଉପନିର୍ବାଚନ:  ଭୋଟ ବୃଦ୍ଧିକୁ ନେଇ ପ୍ରଶ୍ନ କଲା ବିଜେଡି, ମାଗିଲା  ସିସିଟିଭି ଫୁଟେଜ୍‍

About the Author