ବିନା ନବୀନରେ ବିଜେଡି ଆରମ୍ଭ କଲା ପଦଯାତ୍ରାବିନା ନବୀନରେ ବିଜେଡି ଆରମ୍ଭ କଲା ପଦଯାତ୍ରା

ପୂର୍ବ ଘୋଷଣା ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା। କର୍ମୀ ଓ ସଂଗଠନକୁ ଏକାଠି କରିବା ଲାଗି ଏହି ପଦଯାତ୍ରା ପ୍ରତିବର୍ଷ ଗାନ୍ଧି ଜୟନ୍ତୀରେ ଆରମ୍ଭ କରାଯାଇଥାଏ। କିନ୍ତୁ ଏଥର ଏହି ପଦଯାତ୍ରା ବିଳମ୍ବ ହୋଇଛି। ପୁଣି ବିନା ସଭାପତି ତଥା ନବୀନଙ୍କ ଉପସ୍ଥିତିରେ ବିଜେଡି ଏବର୍ଷ ବଡ଼ ନିରାଡ଼ାମ୍ବର ଭାବେ ଆରମ୍ଭ କରିଛି ଏହି ପଦଯାତ୍ରା।&

ବିନା ନବୀନରେ ବିଜେଡି ଆରମ୍ଭ କଲା ପଦଯାତ୍ରାବିନା ନବୀନରେ ବିଜେଡି ଆରମ୍ଭ କଲା ପଦଯାତ୍ରା

About the Author