ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବନି

ଦଳ ଭିତରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ ଥମିନ ପାରିବାରୁ ଏପରି ଏକ ନିଷ୍ପତ୍ତି ଦଳ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି। ତେବେ ବିଜେଡିର ଏହି ନିଷ୍ପତ୍ତି ପରୋକ୍ଷ ଭାବରେ ବିଜେପିକୁ ସହାୟକ ହେବାର ସମ୍ଭାବନା ରହିଛି।

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବନି

About the Author