ପିଏମ୍ ମୋଦୀ ଏବଂ ଦେଶକୁ ଅପମାନିତ କରିବାକୁ ବିରୋଧୀ ଦଳ କରୁଛନ୍ତି ବିଦେଶୀ ସୋସିଆଲ ମିଡିଆ ଆକାଉଣ୍ଟର ବ୍ୟବାହାର: BJP

BJP Targets Rahul Gandhi: ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ ପାକିସ୍ତାନ, ବାଂଲାଦେଶ, ମାଲେସିଆ, ସିଙ୍ଗାପୁର ଏବଂ ଅନ୍ୟାନ୍ୟ ଦେଶରେ ଥିବା ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ରାହୁଲ ଗାନ୍ଧୀ ଏବଂ ବାମପନ୍ଥୀ ଇକୋସିଷ୍ଟମର ନିର୍ଦ୍ଦେଶରେ ଭାରତ ବିରୋଧୀ ପରିବେଶ ସୃଷ୍ଟି କରୁଛନ୍ତି।

ପିଏମ୍ ମୋଦୀ ଏବଂ ଦେଶକୁ ଅପମାନିତ କରିବାକୁ ବିରୋଧୀ ଦଳ କରୁଛନ୍ତି ବିଦେଶୀ ସୋସିଆଲ ମିଡିଆ ଆକାଉଣ୍ଟର ବ୍ୟବାହାର: BJP
Image Credit: BJP Targets Rahul Gandhi

About the Author