Mukul Roy: ଏହି ନେତାଙ୍କ ବିଧାୟକ ପଦ ରଦ୍ଦ କଲେ ହାଇକୋର୍ଟ

Calcutta High Court Mukul Roy disqualification: ଗୁରୁବାର ଦିନ କଲିକତା ହାଇକୋର୍ଟ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ପଶ୍ଚିମବଙ୍ଗ ବିଧାନସଭାରେ ବରିଷ୍ଠ ନେତା ମୁକୁଲ ରାୟଙ୍କ ସଦସ୍ୟତା ବାତିଲ କରିଛନ୍ତି।

Mukul Roy: ଏହି ନେତାଙ୍କ ବିଧାୟକ ପଦ ରଦ୍ଦ କଲେ ହାଇକୋର୍ଟ
Image Credit: Mukul Roy

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More