Bihar Election Result 2025: ବିହାର ଫଳାଫଳ ଖୋଲିଦେଲା ବିଜେପି ପାଇଁ ନୂଆ ରାସ୍ତା; ନୀତିଶଙ୍କ ବିନା ଗଠନ କରିପାରିବ ସରକାର

Bihar Election Result: ବିଜେପି ୧୦୧ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଖବର ଲେଖିବା ପର୍ଯ୍ୟନ୍ତ ୯୧ ସିଟ୍ ରେ ଅଗ୍ରଣି ରହିଛି। ଏହି ସଂଖ୍ୟା ସହିତ ବିଜେପି ବିହାରରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ୨୦୧୦ ରେ ବିଜେପି ସମାନ ସଂଖ୍ୟକ ଆସନ ଜିତିଥିଲା କିନ୍ତୁ ସେତେବେଳେ JDU ସବୁଠାରୁ ବଡ଼ ଦଳ ଥିଲା। ଏଥର ପରିସ୍ଥିତି ଭିନ୍ନ।

Bihar Election Result 2025: ବିହାର ଫଳାଫଳ ଖୋଲିଦେଲା ବିଜେପି ପାଇଁ ନୂଆ ରାସ୍ତା; ନୀତିଶଙ୍କ ବିନା ଗଠନ କରିପାରିବ ସରକାର
Image Credit: Bihar Election Result 2025

About the Author