ସଭା ଚାଲିଛି କିନ୍ତୁ ନବୀନ ଉଭାନ -ଏମିତି ତାଚ୍ଛଲ୍ୟ କଲେ କଂଗ୍ରେସ ନେତା

ବିଧାନସଭା ଚାଲିଛି କିନ୍ତୁ ବିରୋଧୀ ଦଳ ନେତା ଗୃହରେ ନାହାନ୍ତି। ତାଙ୍କର ଏମିତି କେଉଁ କାମ ଜରୁରୀ ପଡ଼ିଛି ଯେ ସେ ଅଧିବେଶନ ଆସିପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ପ୍ରଥମ ଦିନରେ ବିରୋଧୀ ଦଳ ନେତାଙ୍କ ଚାମ୍ବର ଖୋଜି ତାଙ୍କୁ ନପାଇବା ଏବଂ ଚତୁର୍ଥ ଦିନରେ ଏପରି ମନ୍ତବ୍ୟ ଦେବା ରାଜନୀତିକ ମହଲର

ସଭା ଚାଲିଛି କିନ୍ତୁ ନବୀନ ଉଭାନ -ଏମିତି ତାଚ୍ଛଲ୍ୟ କଲେ କଂଗ୍ରେସ ନେତା

About the Author