ସ୍ବତନ୍ତ୍ର ଅଧିବେଶନ ପାଇଁ କେନ୍ଦ୍ରରେ ମୋଦୀଙ୍କୁ ରାହୁଲଙ୍କ ଚିଠି, ରାଜ୍ୟରେ ବାଚସ୍ପତିଙ୍କୁ କଂଗ୍ରେସର ପ୍ରସ୍ତାବ

ବାଚସ୍ପତି ସୁରମା ପାଢୀଙ୍କୁ ଚିଠି ଲେଖିଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍‌ । ପହଲଗାମ୍‌ ଆତଙ୍କୀ ହମ୍‌ଲା ଘଟଣା ଆଲୋଚନା ପାଇଁ ପ୍ରସ୍ତାବ ଚିଠିରେ ପ୍ରସ୍ତାବ ଦେଇଛନ୍ତି ।

ସ୍ବତନ୍ତ୍ର ଅଧିବେଶନ ପାଇଁ କେନ୍ଦ୍ରରେ ମୋଦୀଙ୍କୁ ରାହୁଲଙ୍କ ଚିଠି, ରାଜ୍ୟରେ ବାଚସ୍ପତିଙ୍କୁ କଂଗ୍ରେସର ପ୍ରସ୍ତାବ

About the Author