ଓ୍ୱାଙ୍ଖଡ଼େ ପାଲଟିବ କ୍ୱାରେଣ୍ଟାଇନ ସେଣ୍ଟର

ମହାରାଷ୍ଟ୍ରରେ ଏବେ କୋରୋନା ନିୟନ୍ତ୍ରଣ ବାହାରେ। ରାଜ୍ୟରେ ପ୍ରାୟ ୨୯ ହଜାରରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ଫଳରେ ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇ ରୋଗୀମାନଙ୍କର ଚିକିତ୍ସା ଜାରି ରହିଛି। ତେବେ ଅଧିକ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ବ୍ରିହାନ ମୁମ୍ବାଇ କର୍ପୋରେସନ ଓ୍ୱାଙ୍ଖଡ଼େ ଷ୍ଟାଡ଼ିୟମକୁ କ୍ୱାରେଣ୍ଟାଇନ ସେଣ୍ଟର କରି

ଓ୍ୱାଙ୍ଖଡ଼େ ପାଲଟିବ କ୍ୱାରେଣ୍ଟାଇନ ସେଣ୍ଟର

About the Author