ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଦେବାଶିଷ ସାମନ୍ତରାୟ

ଦେବାଶିଷ ପ୍ରତିକ୍ରିୟାରେ କହିଛନ୍ତି ଯେ, TMC ଭଳି ସ୍ଥିତି ବିଜେଡିରେ ଆରମ୍ଭ ହୋଇଗଲାଣି । ମୁଁ ଯାହା କହୁଛି ଖୋଲାଖୋଲି, ତାହା ବହୁ ବିଜେଡି ନେତାଙ୍କ ମନରେ ଅଛି ।

ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଦେବାଶିଷ ସାମନ୍ତରାୟ

About the Author