ଆଜିଠୁ ନୂଆପଡ଼ା ଉପନିର୍ବାଚନ ଲାଗି ନାମାଙ୍କନ ଆରମ୍ଭ, ବିଜ୍ଞପ୍ତି ଜାରିକଲେ ନିର୍ବାଚନ କମିଶନ

ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜିଠାରୁ ନୂଆପଡ଼ା ଉପ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାଦ୍ୱାରା ନାମାଙ୍କନ ଦାଖଲ ଲାଗି ବାଟ ଫିଟିଛି। ଏହି ନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୨୦ ତାରିଖ ଯାଏ ନିଜର ନାମାଙ୍କନ ଦାଖଲ

ଆଜିଠୁ ନୂଆପଡ଼ା ଉପନିର୍ବାଚନ ଲାଗି ନାମାଙ୍କନ ଆରମ୍ଭ, ବିଜ୍ଞପ୍ତି ଜାରିକଲେ ନିର୍ବାଚନ କମିଶନ

About the Author