ମମତା ବାନାର୍ଜୀ ଆହତ ହେବା ମାମଲାରେ ପ୍ରାଶାସନିକ ଅଧିକାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ଆଇପିଏସ୍ ବିବେକ ସାହା, ନିର୍ଦ୍ଦେଶକ ସୁରକ୍ଷାକୁ ପଦରୁ ହଟାଇ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଓ ଡିଜିପି ଆଲୋଚନା କରି ଯଥାଶୀଘ୍ର ନୂତନ ନିର୍ଦ୍ଦେଶକ ନିଯୁକ୍ତ କରିବାକୁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ମମତା ବାନାର୍ଜୀ ଆହତ ହେବା ମାମଲାରେ ପ୍ରାଶାସନିକ ଅଧିକାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ
Image Credit: ଫାଇଲ ଫଟୋ

About the Author