କଂଗ୍ରେସ୍ ହାତ ଧରିଲେ ହରିଶଙ୍କର ରାଉତ, ମାସ ଶେଷ ସୁଦ୍ଧା ଜିଲ୍ଲା ସଭାପତି ଚୟନ

ବିଜେଡି ଛାଡ଼ିଥିବା ଛାତ୍ର ନେତା ହରିଶଙ୍କର ରାଉତ କଂଗ୍ରେସରେ ମିଶିଛନ୍ତି । କେସି ବେଣୁଗୋପାଳ ଓ ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ ସେ କଂଗ୍ରେସ୍ ହାତ ଧରିଲେ ।

କଂଗ୍ରେସ୍ ହାତ ଧରିଲେ ହରିଶଙ୍କର ରାଉତ, ମାସ ଶେଷ ସୁଦ୍ଧା ଜିଲ୍ଲା ସଭାପତି ଚୟନ

About the Author