Vice President Election Result 2025: ପରାଜୟରେ ମଧ୍ୟ ବିଜୟ ଦେଖୁଛନ୍ତି ବିରୋଧୀ, ଜୟରାମ ରମେଶ ବୁଝାଇଲେ ଗଣିତ

Vice President Election Result 2025: ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିଛି। ଶାସକ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତଥାପି ବିରୋଧୀ ଦଳ ଏହି ପରାଜୟରେ ମଧ୍ୟ ବିଜୟ ଦେଖୁଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଇଣ୍ଡିଆ ଆଲାଏନ୍ସର ଏକ ନୈତିକ ବିଜୟ ହୋଇଛି ବୋଲି କହିଛନ୍ତି।

Vice President Election Result 2025: ପରାଜୟରେ ମଧ୍ୟ ବିଜୟ ଦେଖୁଛନ୍ତି ବିରୋଧୀ, ଜୟରାମ ରମେଶ ବୁଝାଇଲେ ଗଣିତ
Image Credit: Jairam Ramesh VP election

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More