ପ୍ରିୟଙ୍କା ଗାନ୍ଧୀଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଚ୍ୟାଲେଞ୍ଜ

ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ରାଜପୁରରେ ପହଞ୍ଚି ସିନ୍ଧିଆ (Jyotiraditya Scindia) କହିଛନ୍ତି ଯେ, ଯଦି ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନ ପାଇଁ ଆଗାମୀ ଉପନିର୍ବାଚନ (MP Bypolls) ରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଗ୍ୱାଲିୟର-ଚମ୍ୱଲ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରନ୍ତି, ତେବେ ମଧ୍ୟ ବିଜେପି (BJP) କୁ ଜିତିବାରେ କୌଣସି ସମସ୍ୟା ଆସିବ ନାହିଁ ।

ପ୍ରିୟଙ୍କା ଗାନ୍ଧୀଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଚ୍ୟାଲେଞ୍ଜ

About the Author