ଟିକଟ ନମିଳିବାରୁ ମୁଣ୍ଡନ ହେଇ ଦଳ ଛାଡିଲେ ମହିଳା କଂଗ୍ରେସ ମୁଖ୍ୟ

ଆଜି ୮୬ଟି ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ଏଥର ଅନେକ ନୂଆଁ ଚେହେରାକୁ ସୁଯୋଗ ଦିଆଯାଇଛି। ସେପଟେ କିନ୍ତୁ ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ବରିଷ୍ଠ କଂଗ୍ରେସ ନେତାମାନେ ନାରାଜ ଥିବା ଦେଖିବାକୁ ମିଳିଛି।

 ଟିକଟ ନମିଳିବାରୁ ମୁଣ୍ଡନ ହେଇ ଦଳ ଛାଡିଲେ ମହିଳା କଂଗ୍ରେସ ମୁଖ୍ୟ
Image Credit: ଟିକଟ ନମିଳିବାରୁ ମୁଣ୍ଡନ ହେଇ ଦଳ ଛାଡିଲେ ମହିଳା କଂଗ୍ରେସ ମୁଖ୍ୟ

About the Author