ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ରଣନୀତି ବଦଳାଇଲା ବିଜେପି, ସିନ୍ଧିଆଙ୍କୁ ଛାଡ଼ି ଏହି କେନ୍ଦ୍ର ମନ୍ତ୍ରୀ ସମ୍ଭାଳିଲେ ମୋର୍ଚ୍ଚା

ଦଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ସ୍ଥିତି ମଜଭୁତ ହେବାରୁ ଚିନ୍ତିତ ଓ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାଙ୍କୁ ମନେଇବା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଏବଂ ପ୍ରଦେଶାଧ୍ୟକ୍ଷ ବିଷ୍ଣୁ ଦତ୍ତ ଶର୍ମା (Vishnu Dutt Sharma) ମୋର୍ଚ୍ଚା ସମ୍ଭାଳିଛନ୍ତି ।

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ରଣନୀତି ବଦଳାଇଲା ବିଜେପି, ସିନ୍ଧିଆଙ୍କୁ ଛାଡ଼ି ଏହି କେନ୍ଦ୍ର ମନ୍ତ୍ରୀ ସମ୍ଭାଳିଲେ ମୋର୍ଚ୍ଚା

About the Author