ମଧ୍ୟପ୍ରଦେଶ ଉପନିର୍ବାଚନ: 'ସିନ୍ଧିଆଙ୍କ ବିଶ୍ୱସ୍ତଙ୍କ ବିଜୟ ସୁନିଶ୍ଚିତ କରନ୍ତୁ, ନଚେତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ'

ପାଖେଇ ଆସୁଛି ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ (MP Bypolls) । ୨୭ଟି ବିଧାନସଭା ଆସନରେ ବିଜେପି (BJP) ଓ କଂଗ୍ରେସ (Congress) ମଧ୍ୟରେ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି । ଏନେଇ ଉଭୟ ବିଜେପି ଓ କଂଗ୍ରେସର ନେତାଗଣ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଅନ୍ୟପକ୍ଷେ ବିଜେପି ପାଇଁ ଦଳର ନେତାଙ୍କ ଅସନ୍ତୋଷ ଏକ ଚିନ୍ତାର ପ୍ରମୁଖ କାରଣ

ମଧ୍ୟପ୍ରଦେଶ ଉପନିର୍ବାଚନ: 'ସିନ୍ଧିଆଙ୍କ ବିଶ୍ୱସ୍ତଙ୍କ ବିଜୟ ସୁନିଶ୍ଚିତ କରନ୍ତୁ, ନଚେତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ'

About the Author