ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସଭାରେ ହଙ୍ଗାମା, ଜୋରଦାର ନାରାବାଜି କଲେ କାର୍ଯ୍ୟକର୍ତ୍ତା

ସେପଟେ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) କମଳ ନାଥ (KamalNath) ଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଜ୍ୟୋତିରାଦିତ୍ୟ କହିଛନ୍ତି ଯେ, ଆମର ବିଧାୟକ ଗଦ୍ଦାର ନୁହଁନ୍ତି, ଗଦ୍ଦାର କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଥିଲେ ।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସଭାରେ ହଙ୍ଗାମା, ଜୋରଦାର ନାରାବାଜି କଲେ କାର୍ଯ୍ୟକର୍ତ୍ତା

About the Author