ନବୀନ ପୁଣି ଯିବେ ନୂଆପଡ଼ା, ଏଥର ଲୋକଙ୍କୁ ଭେଟିବେ

ନୂଆପଡ଼ା ଉପ ନିର୍ବାଚନକୁ ନେଇ ସନ୍ଦେହ ଭିତରେ ରହିଛି ବିଜୁ ଜନତା ଦଳ। ବିଜେପି ବିରୋଧରେ ପ୍ରାର୍ଥୀ ଚୋରି ଆଣିଥିବା ବିଜେଡି ଏଥର ନୂଆପଡ଼ା ବହାରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ଅନୁସୂଚିତ ଜାତିବର୍ଗର ସ୍ନେହାଙ୍ଗିନୀ ଛୁରିଆ ମହିଳା ଓ ଜାତି ଭୋଟକୁ ଆକର୍ଷଣ କରି ବିଜେଡିର କ୍ଷତି ଭରଣା କରିବେ ବୋଲି ଦଳ ଏବେ ଆତ୍ମବିଶ୍ୱାସ ବଢ଼ାଉଥିବା ବେଳ

ନବୀନ ପୁଣି ଯିବେ ନୂଆପଡ଼ା, ଏଥର ଲୋକଙ୍କୁ ଭେଟିବେ

About the Author