ପାଣ୍ଡିଆନ୍‍ଙ୍କ ପାଇଁ ଏସିଡ୍‍ ଟେଷ୍ଟ ହେବ ନୂଆପଡ଼ା!

ବିଜେଡିରେ ପାଣ୍ଡିଆନ୍‍ କିଏ ଓ କାହିଁକି ସେ ଚର୍ଚ୍ଚିତ ତାହା କାହାକୁ ବୁଝାଇବା ଦରକାର ନାହିଁ। କାରଣ ଆବାଳ ବୃଦ୍ଧବନୀତା ଯିଏ ବି ଓଡ଼ିଶା ରାଜନୀତିରେ ତିଳେମାତ୍ର ରୁଚି ରଖନ୍ତି ତାଙ୍କ ବାବଦରେ ଅବଗତ ଥିବେ। ବିଜେଡି ସରକାର ଥିବା ସମୟରେ ତାଙ୍କର ରାଜ୍ୟ ପ୍ରଶାସନରେ ଅଖଣ୍ଡ ପ୍ରଭାବ, ନବୀନଙ୍କ ସହ ତାଙ୍କର ଆତ୍ମୀୟତାକୁ ନେଇ ଅନେକ ଚର୍ଚ୍ଚା ପୂର୍ବରୁ ହୋଇଛି। ଏପରିକି

ପାଣ୍ଡିଆନ୍‍ଙ୍କ ପାଇଁ ଏସିଡ୍‍ ଟେଷ୍ଟ ହେବ ନୂଆପଡ଼ା!

About the Author