ନୂଆପଡ଼ା ଆଖି: ମନମୋହନ ଓ ସୁଜାତାଙ୍କ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ଏବେ ଓଡ଼ିଶା ରାଜନୀତି କହିଲେ ନୂଆପଡ଼ା ଆଡ଼କୁ ଆଖି ଉଠିଯାଏ। ପଶ୍ଚିମ ପ୍ରାନ୍ତରେ ଥିବା ଏହି ଜିଲ୍ଲାଟି ଗୋଟିଏ ନିର୍ବାଚନ ମଣ୍ଡଳୀ। ଆସନ୍ତା ୧୧ ତାରିଖରେ ଏହା ପୁଣିଥରେ ନିର୍ବାଚନ ପାଇଁ ଭୋଟ ଦେବ। ଏଥିଲାଗି ସାରା ରାଜ୍ୟର ରାଜନୀତି ସରଗରମ ହୋଇଛି। କଂଗ୍ରେସ ନିଜର ପ୍ରାର୍ଥୀ ବଦଳାଇ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜର କରିଛି। ଆଉ ବିଜେଡି ଅନୁକମ୍ପା ମୂଳ

ନୂଆପଡ଼ା ଆଖି: ମନମୋହନ ଓ ସୁଜାତାଙ୍କ ନାଁକୁ ନେଇ ଚାଲିଛି ଚର୍ଚ୍ଚା

About the Author