ପ୍ରସ୍ତୁତ ନୂଆପଡ଼ା: ଆସନ୍ତା କାଲି ଭୋଟ, ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି

ରାଜ୍ୟତମ ଅନ୍ୟତମ ପଛୁଆ ଜିଲ୍ଲା ନୂଆପଡ଼ାର ଗୋଟିଏ ଆସନ ଲାଗି ଆସନ୍ତା କାଲି ନିର୍ବାଚନ ହେବ। ଏହି ନିର୍ବରଚନ ମଣ୍ଡଳୀ ନାଁ ନୂଆପଡ଼ା। ୨୦୨୪ରେ ଏଠାରୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର ସିଂହ ଢୋଲକିଆଙ୍କ ମୃତ୍ୟୁ ପରେ ଏଠାରେ ଉପ ନିର୍ବାଚନ ହେଉଛି। ଏ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କ ଜିତିବା ବା ହାରିବା ରାଜ୍ୟ ରାଜନୀତିରେ କୌଣସି ପ୍ରଭ

ପ୍ରସ୍ତୁତ ନୂଆପଡ଼ା: ଆସନ୍ତା କାଲି ଭୋଟ, ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି

About the Author