ଆଜିଠୁ ବିହାରରେ ପ୍ରଚାର କରିବେ ମୋହନ ମାଝି

ବିହାର ନିର୍ବାଚନ ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ବାଚନ ପ୍ରଚାର କରିବେ। ପ୍ରଥମ ପର୍ଯ୍ୟାୟ ଷ୍ଟାର କ୍ୟାମ୍ପେନର ତାଲିକାରେ ସେ ସାମିଲ ହୋଇଛନ୍ତି। ଆଜିଠାରୁ ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ ହେବ। ନୂଆପଡ଼ାରୁ ସେ ସିଧାସଳଖ ବିହାର ଗସ୍ତରେ ଯାଇ ବାଙ୍କା ଓ ଖଗଡ଼ିଆ ଜିଲାରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରି

ଆଜିଠୁ ବିହାରରେ ପ୍ରଚାର କରିବେ ମୋହନ ମାଝି

About the Author