୨ ବର୍ଷ ପାଇଁ ସରକାରୀ ନିଯୁକ୍ତି ବନ୍ଦ, ପ୍ରତିବାଦ କଲା ଯୁବ କଂଗ୍ରେସ

ଗତ ୨୦ ବର୍ଷ ଭିତରେ ନବୀନ ସରକାର କେତେ ନିଯୁକ୍ତି ଦେଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଓଡ଼ିଶା ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା ।

୨ ବର୍ଷ ପାଇଁ ସରକାରୀ ନିଯୁକ୍ତି ବନ୍ଦ, ପ୍ରତିବାଦ କଲା ଯୁବ କଂଗ୍ରେସ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author