ବିଧାୟକ ଶାରଦାଙ୍କ ଭାବୀ ପତ୍ନୀ ସିପ୍ରା ଓଏଏସ୍ ପାଇବା ପରେ ଏବେ ଟ୍ରେନିଂରେ ଅଛନ୍ତି। ଆଜି ମଙ୍ଗନ ଉତ୍ସବ ହୋଇଥିବାବେଳେ ଆସନ୍ତାକାଲି ରାଜସ୍ଥାନର ଜୟପୁର ସହରରେ ହେବ ବିବାହ ଉତ୍ସବ।
)
ଆସନ୍ତାକାଲି (ରବିବାର) ବିବାହ ବନ୍ଧନରେ ବାନ୍ଧିହେବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ
)
କେନ୍ଦ୍ରାପଡା ଡେରାବିଶ ବ୍ଲକ ବାରିମୁଳ ଗାଁର ସିପ୍ରା ପ୍ରିୟଦର୍ଶିନୀଙ୍କ ହାତ ଧରିବେ ଶାରଦା ।
)
ସିପ୍ରା ପ୍ରିୟଦର୍ଶିନୀ ଓଏଏସ୍ ପାଇବା ପରେ ଏବେ ଟ୍ରେନିଂରେ ଅଛନ୍ତି ।
)
ଆଜି ମଙ୍ଗନ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ସୋସିଆଲ ମିଡିଆରେ ଫଟୋଗୁଡିକ ଭାଇରାଲ ହେବାରେ ଲାଗିଛି ।
)
ରବିବାର ଦିନ ରାଜସ୍ଥାନର ଜୟପୁର ସହରରେ ବିବାହ କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ କରାଯାଇଛି ।
)
ପରିବାର ଏବଂ ପ୍ରିୟଜନଙ୍କ ସମେତ ମାତ୍ର ହାତଗଣତି କିଛି ଅତିଥି ବିବାହ ଉତ୍ସବରେ ଯୋଗଦେବେ ବୋଲି ସୂଚନା ମିଳିଛି
ट्रेन्डिंग फोटोज़