୫ଶହ କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣାକୁ ନେଇ କିଏ କ'ଣ କହିଲେ ?

ମଇ ୨୬ ତାରିଖ ସୁଦ୍ଧା ଚୁଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ୨୭ ତାରିଖ ସୁଦ୍ଧା ରାଜ୍ୟ ସରକାର ଚୁଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବାର ସମ୍ଭାବନା ରହିଛି ।

୫ଶହ କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣାକୁ ନେଇ କିଏ କ'ଣ କହିଲେ ?

About the Author