ବିଜେଡିକୁ ବଡ ଝଟକା, ବାଲିଗୁଡାରେ ଦଳ ଛାଡ଼ିଲେ ଏକାଧିକ ନେତା

ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ବିଜେଡି ଛାଡ଼ିଛନ୍ତି । ବାଲିଗୁଡ଼ା ବିଧାୟକଙ୍କୁ ସ୍ବାଗତ କରିଥିବା ୨ ନେତାଙ୍କ ନିଲମ୍ବନକୁ ତୀବ୍ର ବିରୋଧ କରାଯାଇଛି ।

ବିଜେଡିକୁ ବଡ ଝଟକା, ବାଲିଗୁଡାରେ ଦଳ ଛାଡ଼ିଲେ ଏକାଧିକ ନେତା

About the Author