ମଧ୍ୟପ୍ରଦେଶର ବିଜେପି ସରକାର ମାନିଲା, କମଲ ନାଥଙ୍କ ସରକାରରେ ଛାଡ଼ ହୋଇଛି ଚାଷୀଙ୍କ ଋଣ

ଚାଷୀଙ୍କ ଋଣ ଛାଡ (MP Farm loan waiver) ପାଇଁ ବିଜେପି (BJP) କ୍ରମାଗତ ଭାବେ କଂଗ୍ରେସ (Congress) ଉପରେ ଆକ୍ରମଣ କରୁଛି । ସେପଟେ କଂଗ୍ରେସ ପାଇଁ ଏକ ଆଶ୍ୱସ୍ତି ଖବର ଆସିଛି । ଋଣ ଛାଡ ହୋଇଛି ବୋଲି ଶିବରାଜ ସରକାର (Shivraj Govt) ବିଧାନସଭାରେ ସ୍ୱୀକାର କରିଛନ୍ତି ।

ମଧ୍ୟପ୍ରଦେଶର ବିଜେପି ସରକାର ମାନିଲା, କମଲ ନାଥଙ୍କ ସରକାରରେ ଛାଡ଼ ହୋଇଛି ଚାଷୀଙ୍କ ଋଣ

About the Author