ଭୋଟ୍ ଗଣତି ସମୟରେ ବିଜେଡିକୁ କାଉଣ୍ଟର କଲେ ଶ୍ରୀମୟୀ ଓ ଏଲିନା

ଶ୍ରୀମୟୀ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’। ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା । ଅନ୍ୟପଟେ ଏଲିନା ଦାଶ ଲେଖିଛନ୍ତି ଯେ, ଏହି ଉତ୍ସାହ ,କୋଳା କୋଳି ଥିଲା କଣ ପାଇଁ ? ଜିତେଇବା ପାଇଁ ନା ହରେଇବା ପାଇଁ ? ଜାଣି ଥିଲ ନା ଜାଣି ଅଜଣା ହଉଥିଲ ?

ଭୋଟ୍ ଗଣତି ସମୟରେ ବିଜେଡିକୁ କାଉଣ୍ଟର କଲେ ଶ୍ରୀମୟୀ ଓ ଏଲିନା

About the Author