Pipili Bypoll 2021: ତାରକା ପ୍ରଚାରକ ତାଲିକା ଜାରି, ଜାଣନ୍ତୁ କିଏ କରିବେ ପ୍ରଚାର?
Advertisement

Pipili Bypoll 2021: ତାରକା ପ୍ରଚାରକ ତାଲିକା ଜାରି, ଜାଣନ୍ତୁ କିଏ କରିବେ ପ୍ରଚାର?

ପିପିଲି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ପକ୍ଷରୁ ଦଳୀୟ ତାରକା ପ୍ରଚାରକଙ୍କ ନାଁ ଘୋଷଣା କରାଯାଇଛି।

Pipili Bypoll 2021: ତାରକା ପ୍ରଚାରକ ତାଲିକା ଜାରି, ଜାଣନ୍ତୁ କିଏ କରିବେ ପ୍ରଚାର?

ଭୁବନେଶ୍ୱର: ଆଉ ୧୫ ଦିନ ପରେ ରାଜ୍ୟର ପିପିଲି ବିଧାନସଭା ଆସନରେ ହେବକୁ ଯାଉଛି ଉପନିର୍ବାଚନ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ମୈଦାନରେ ୧୨ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ମୋଟ ୧୫ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ୩ ଜଣ ପ୍ରତ୍ୟାହାର କରିଛନ୍ତି।

ଏଥର ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ, ବିଜେପି ପକ୍ଷରୁ ଗତ ୨୦୧୯ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ   କଂଗ୍ରେସ ପକ୍ଷରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ ପ୍ରମୁଖ ନିର୍ବାଚନ ଲଢୁଛନ୍ତି। ଏପ୍ରିଲ ୩ ତାରିଖ ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ ୩ ଜଣ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି। 

Also Read: Poll Violence: ପ୍ରଚାର ବେଳେ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ ଅଭିଯୋଗ

ଏହି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ପକ୍ଷରୁ ଦଳୀୟ ତାରକା ପ୍ରଚାରକଙ୍କ ନାଁ ଘୋଷଣା କରାଯାଇଛି। ଯେଉଁଥିରେ ବିଭିନ୍ନ ଦଳର ମଙ୍ଗୁଆଳଙ୍କ ସହ ବରିଷ୍ଠ ନେତା, କେନ୍ଦ୍ରୀୟ ନେତୃବୃନ୍ଦ ନାଁ ସ୍ଥାନ ପାଇଛି। ଆସନ୍ତା ୧୭ ତାରିଖରେ ହେବାକୁ ଯାଉଛି ଭୋଟ ଗ୍ରହଣ। ବର୍ତ୍ତମାନ ବିଭିନ୍ନ ଦଳ ପକ୍ଷରୁ ଚାଲିଥିବା ନିର୍ବାଚନ ପ୍ରଚାରକୁ ନେଇ ସଗଗରମ ହୋଇଉଠଛି ପିପିଲି ରାଜନୀତି। 

Also Read:  ଡରୁଛନ୍ତି କି ରୁଦ୍ର? ଆସିଲେନି ମହାରାଜ, ପଠାଇଲେ ସୈନ୍ୟ ସାମନ୍ତ

 

ବିଜେପି ତାରକା ପ୍ରଚାରକ ତାଲିକା         

ସମୀର ମହାନ୍ତି

ଧର୍ମେନ୍ଦ୍ର ପ୍ରଧାନ

ପ୍ରତାପ ଷଡଙ୍ଗୀ

ବୈଜୟନ୍ତ ପଣ୍ଡା

ଡି.ପୁରନ୍ଦେଶ୍ୱରୀ 

ବିଜୟପାଲ ସିଂହ ତୋମାର

ବିଶେଶ୍ୱର ଟୁଡୁ

ପ୍ରଦୀପ୍ତ କୁମାର ନାଏକ

ଜୁଏଲ ଓରାମ

କେଭି ସିଂହଦେଓ

ମନମୋହନ ସାମଲ

ସୁରେଶ ପୂଜାରୀ 

ବସନ୍ତ ପଣ୍ଡା

ବିଜୟ ମହାପାତ୍ର

ବିଷ୍ଣୁ ଚରଣ ସେଠୀ

ଡ.ସମ୍ବିତ ପାତ୍ର

ଅପରାଜିତା ଷଡଙ୍ଗୀ

ଜୟନାରାୟଣ ମିଶ୍ର

ସୁରମା ପାଢୀ

ଖାରବେଳ ସ୍ୱାଇଁ

ଅଶ୍ୱିନୀ ବୈଷ୍ଣବ

ପ୍ରକାଶ ମିଶ୍ର

ମାନସ କୁମାର ମହାନ୍ତି

ପୃଥ୍ୱୀରାଜ ହରିଚନ୍ଦନ

ଗୋଲକ ପ୍ରସାଦ ମହାପାତ୍ର

ଡ.ଲେଖାଶ୍ରୀ ସାମନ୍ତସିଂହାର

ସୀତାରାମ ଦାଶ

ହରିହର ମହାପାତ୍ର

ପିଙ୍କି ପ୍ରଧାନ

ଅନୁ ଚୌଧୁରୀ

Also Read: ପିପିଲି ଉପନିର୍ବାଚନ: ମୈଦାନରେ ଶଙ୍ଖ-ପଦ୍ମ, କେନ୍ଦ୍ରରେ ଫସିଛି ହାତ

 

ବିଜେଡି ତାରକା ପ୍ରଚାରକ ତାଲିକା   

ନବୀନ ପଟ୍ଟନାୟକ

ପ୍ରଣବ ପ୍ରକାଶ ଦାସ 

ଦେବୀ ପ୍ରସାଦ ମିଶ୍ର 

ମହେଶ୍ୱର ମହାନ୍ତି

ପିନାକୀ ମିଶ୍ର 

ପ୍ରତାପ କେଶରୀ ଦେବ 

ଅତନୁ ସବ୍ୟସାଚୀ ନାୟକ

ନିରଞ୍ଜନ ପୂଜାରୀ

ସଞ୍ଜୟ କୁମାର ଦାସବର୍ମା

ପ୍ରମିଳା ମଲ୍ଲିକ

ଅଶୋକଚନ୍ଦ୍ର ପଣ୍ଡା 

ସମୀର ରଞ୍ଜନ ଦାସ

ସୁଶାନ୍ତ କୁମାର ସିଂହ

ନବ କିଶୋର ଦାସ

ଚନ୍ଦ୍ରସାରଥି ବେହେରା

ଟୁକୁନି ସାହୁ 

ସ୍ନେହାଙ୍ଗୀନୀ ଛୁରିଆ

ତୁଷାରକାନ୍ତି ବେହେରା 

ମୁନ୍ନା ଖାନ

ପ୍ରୀତିରଞ୍ଜନ ଘଡାଇ

ପ୍ରଣବ କୁମାର ବଳବନ୍ତରାୟ

ସୁଧିର ସାମଲ

ବ୍ୟୋମକେଶ ରାୟ

ଉମାକାନ୍ତ ସାମନ୍ତରାୟ 

ଅନନ୍ତ ନାରାୟଣ ଜେନା

ବିଭୂତି ବଳବନ୍ତରାୟ

ରାଜେନ୍ଦ୍ର କୁମାର ସାହୁ 

ଦେବୀ ରଞ୍ଜନ ତ୍ରୀପାଠୀ

ଆକାଶ ଦାସ ନାୟକ

ଅରିନ୍ଦମ ରାୟ 

କଂଗ୍ରେସ ତାରକା ପ୍ରଚାରକ ତାଲିକା

ଏ.ଚେଲ୍ଲାକୁମାର 

ନିରଞ୍ଜନ ପଟ୍ଟନାୟକ

ଭକ୍ତଚରଣ ଦାସ

ଜି.ରୁଦ୍ର ରାଜୁ

ନରସିଂହ ମିଶ୍ର

ଚିରଞ୍ଜୀବୀ ବିଶ୍ୱାଳ

ପ୍ରଦୀପ ମାଝୀ

ଶରତ ରାଉତ

ଡ.ବିଶ୍ୱରଞ୍ଜନ ମହାନ୍ତି

ଡ.ରାଗିଣୀ ନାୟକ 

ଜୟଦେବ ଜେନା

ରାମଚନ୍ଦ୍ର ଖୁଣ୍ଟିଆ

ସୁଶୀଳା ତିରିଆ

ଶରତ ପଟ୍ଟନାୟକ

ପ୍ରସାଦ ହରିଚନ୍ଦନ

ସପ୍ତଗିରି ଉଲ୍ଲାକା

ସୁରେଶ କୁମାର ରାଉତରାୟ 

ତାରାପ୍ରସାଦ ବାହିନୀପତି

ସନ୍ତୋଷ ସିଂହ ସାଲୁଜା

ରମେଶଚନ୍ଦ୍ର ଜେନା 

ମହମ୍ମଦ ମୋକିମ

ଅଧିରାଜ ମୋହନ ପାଣିଗ୍ରାହୀ

ସିଏସ ରାଜେନ ଏକ୍କା

ବିଜୟଲକ୍ଷ୍ମୀ ସାହୁ 

ଗଣେଶ୍ୱର ବେହେରା 

ବନ୍ଦିତା ପରିଡା

ସଂଗ୍ରାମ କେଶରୀ ଜେନା

ସ୍ମୃତି ରଞ୍ଜନ ଲେଙ୍କା

ସତ୍ୟ ପ୍ରକାଶ ନାୟକ 

ସୟଦ ୟାସିର ନୱାଜ