'ମହା' ରାଜନୀତିର ସ୍ଥିତି ବଦଳାଇ ଦେବେ 'ସୁଶାନ୍ତ' !

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ (Kangana Ranawat) ଙ୍କୁ କେନ୍ଦ୍ର ସରକାର (Central Government) Y+ ସୁରକ୍ଷା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ସେ ତାଙ୍କ ଜୀବନ (Life Lisk) ପ୍ରତି ବିପଦ ରହିଛି ବୋଲି ଦର୍ଶାଇ ସୁରକ୍ଷା ପାଇଁ ଗୃହ ମନ୍ତ୍ରାଳୟ (Home Ministry) କୁ ଆବେଦନ କରିଥିଲେ।

'ମହା' ରାଜନୀତିର ସ୍ଥିତି ବଦଳାଇ ଦେବେ 'ସୁଶାନ୍ତ' !

About the Author