ନବୀନ ଯିବେ ଡାକ୍ତରଖାନା, ବିଜେଡି ସମ୍ଭାଳିବେ ଏହି ନେତା...

ନବୀନଙ୍କ ଅନୁପସ୍ଥିତ ସମୟରେ ବିଜେଡିକୁ କିଏ ସମ୍ଭାଳିବ? ଏ ନେଇ ଉଠିଥିବା ପ୍ରଶ୍ନକୁ ଖୋଦ ନବୀନ ଚିଠି ଲେଖି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ତାଙ୍କ ଅନୁପସ୍ଥିତିରେ ରାଜନୀତିକ ବ୍ୟାପାରକୁ ପାଣ୍ଡିଆନ୍‍ ବୁଝିବେ ନାହିଁ। ବରଂ ବୁଝିବେ ଜଣେ ବରିଷ୍ଠ ନେତା।

ନବୀନ ଯିବେ ଡାକ୍ତରଖାନା, ବିଜେଡି ସମ୍ଭାଳିବେ ଏହି ନେତା...

About the Author